ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ଆଜି ସନ୍ଧ୍ୟାରେ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ଯବତମାଲ ଗସ୍ତରେ ଯିବେ। ରାଜ୍ୟରେ ୪୯୦୦ କୋଟିରୁ ଅଧିକ ଟଙ୍କାର ରେଳ, ସଡ଼କ ଓ ଜଳସେଚନ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ମୋଦି। ପ୍ରଧାନମନ୍ତ୍ରୀ ୟବତମାଲରୁ ଏକ ସାଧାରଣ ସଭାରେ ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ସ୍ୱରୂପ ୨୧ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଯବତମାଲଠାରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀରେ ମହାରାଷ୍ଟ୍ରର ୫.୫ ଲକ୍ଷ … Continue reading ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ଆଜି ସନ୍ଧ୍ୟାରେ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ