ଏନଡିଏ ସାଂସଦଙ୍କୁ ଏମିତି କହିଲେ ମୋଦୀ

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଥିବା ବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏର ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ମୋଦୀ ଏନଡିଏ ସାଂସଦଙ୍କୁ କଣ ସବୁ ପରାମର୍ଶ ଦେଇଛନ୍ତି ସେନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ସେ କହିଛନ୍ତି ଯେ ସଂସଦରେ ରାହୁଲ ଗାନ୍ଧୀ ଯେଉଁ ଭାଷାରେ କହୁଛନ୍ତି ତାହା ଠିକ୍‍ ନୁହେଁ । ସଂସଦରେ ରାହୁଲଙ୍କ ଭଳି ବ୍ୟବହାର କରିବା ନାହିଁ … Continue reading ଏନଡିଏ ସାଂସଦଙ୍କୁ ଏମିତି କହିଲେ ମୋଦୀ