ଜୁନ ୧୮ରେ ଆକାଉଣ୍ଟକୁ ଆସିବ ପିଏମ-କିଷାନ ସମ୍ମାନ ନିଧି ଟଙ୍କା

ଡେସ୍କ: ଆସନ୍ତା ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ୯ କୋଟି ୩ ଲକ୍ଷ କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଇବେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୧ କୋଟି କୃଷକଙ୍କ ଆକାଉଣ୍ଟକୁ ୩ ଲକ୍ଷ କୋଟି ଟଙ୍କା ପଠାଯାଇଛି। Related Posts … Continue reading ଜୁନ ୧୮ରେ ଆକାଉଣ୍ଟକୁ ଆସିବ ପିଏମ-କିଷାନ ସମ୍ମାନ ନିଧି ଟଙ୍କା