ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କ ବୁଲିଲେ ପ୍ରଧାନମନ୍ତ୍ରୀ
ଆସାମ: ଅରୁଣାଚଳ ପ୍ରଦେଶ ଓ ଆସାମକୁ ଦୁଇଦିନିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ହାତୀ ପିଠିରେ ବୁଲିଛନ୍ତି ମୋଦୀ । କାଜିରଙ୍ଗାକୁ ମୋଦୀଙ୍କ ଏହା ପ୍ରଥମ ଗସ୍ତ । ଏଠାରେ ପହଂଚିବା ପରେ ମୋଦୀ ହାତୀ ପିଠିରେ ବସି ପାର୍କ ବୁଲଇଥିଲେ । ତାଙ୍କ ସହିତ କାଜିରଙ୍ଗା ପାର୍କର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ରହିଥିଲେ । ଆସାମରେ … Continue reading ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କ ବୁଲିଲେ ପ୍ରଧାନମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed