www.samajalive.in
Sunday, December 7, 2025
23.1 C
Bhubaneswar

ଦେଶର ଏକତା ଓ ସଂହତି ସହ ହେବନାହିଁ ସାଲିସ୍‍ – ମୋଦୀ

ଡେସ୍କ: ପ୍ରଶାସନିକ ସେବା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୌଣସି ପରିସ୍ଥିତିରେ ଦେଶର ଏକତା ଓ ସଂହତି ସହ ସାଲିସ୍‍ କରାଯିବ ନାହିଁ। ସାଧାରଣ ପ୍ରଶାସନ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀଙ୍କ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ହେଉଛି ପ୍ରଶାସନିକ ସେବା ଅଫିସରଙ୍କ ପ୍ରମୁଖ କର୍ତ୍ତବ୍ୟ।

ସେ କହିଛନ୍ତି, ଇଣ୍ଡିଆ@୧୦୦ ଏକ ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ ତେଣୁ ପରବର୍ତ୍ତୀ ୨୫ ବର୍ଷ ଆମ ପାଇଁ ବିକାଶର ସମୟ ହେବା ଉଚିତ। ଶ୍ରୀ ମୋଦୀ କହିଛନ୍ତି, ଦେଶର ପ୍ରତ୍ୟେକ ଜିଲ୍ଲା ପରବର୍ତ୍ତୀ ୨୫ ବର୍ଷ ପାଇଁ ସେମାନଙ୍କର ଲକ୍ଷ୍ୟ ଧାର୍ଯ୍ୟ କରିବା ଆବଶ୍ୟକ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories