ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ; ଜାଣନ୍ତୁ କେତେ ରହିଛି ଦାମ୍‌..

ନୂଆଦିଲ୍ଲୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଶ ବିଦେଶରୁ ମିଳିଥିବା ଉପହାରକୁ ନିଲାମ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାର ନିଲାମ ହେବା ଆରମ୍ଭ ହୋଇଛି। ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ନିଲାମ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କର ୬୦୦ରୁ ଅଧିକ ଉପହାରକୁ ସର୍ବସାଧାରଣ କିଣି ପାରିବେ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ ହେବା ସହ ସାରା ଦୁନିଆରୁ ମିଳିଥିବା ଉପହାରକୁ କିଣିବା ପାଇଁ ସାମିଲ ହେବାକୁ କହିଛନ୍ତି । … Continue reading ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ; ଜାଣନ୍ତୁ କେତେ ରହିଛି ଦାମ୍‌..