ପିଏମ୍ କିଷାନ ଯୋଜନାରେ ଦିଆଗଲାଣି ୩.୨୪ ଲକ୍ଷ କୋଟିରୁ ଅଧିକ ଟଙ୍କା
ଡେସ୍କ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୧ କୋଟିରୁ ଅଧିକ କୃଷକଙ୍କୁ ୩.୨୪ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ପିଏମ-କିଷାନ ଯୋଜନାର ୧୭ତମ କିସ୍ତି ଚଳିତ ବର୍ଷ ଜୁନ୍ ମାସରେ ପ୍ରଦାନ କରାଯାଇଛି ଯେଉଁଥିରେ ୯.୨୬ କୋଟିରୁ ଅଧିକ କୃଷକ ପରିବାରକୁ ଏହି ଯୋଜନା ବାବଦ ଅର୍ଥ ପ୍ରଦାନ କରାଯାଇଛି। ମୋଟ ୫୧ ହଜାର … Continue reading ପିଏମ୍ କିଷାନ ଯୋଜନାରେ ଦିଆଗଲାଣି ୩.୨୪ ଲକ୍ଷ କୋଟିରୁ ଅଧିକ ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed