୯ଟି ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି ଜନଜାତି ନ୍ୟାୟ ମହା ଅଭିଯାନ

ଡେସ୍କ: ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ପିଏମ୍-ଜନମାନ) ଅଧୀନରେ ସରକାର ଗତ ତିନି ମାସ ମଧ୍ୟରେ ୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ପାଖାପାଖି ୨୪ ହଜାର କୋଟି ଟଙ୍କାର ବଜେଟ ଥିବା ପିଏମ-ଜନମାନ ୯ଟି ମନ୍ତ୍ରଣାଳୟ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛି। ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ, ବିଜୁଳି, ସଡ଼କ ଓ … Continue reading ୯ଟି ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି ଜନଜାତି ନ୍ୟାୟ ମହା ଅଭିଯାନ