ବଡ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବିମାନ; ଥିଲେ ୨୫୦ ଯାତ୍ରୀ

ନୂଆଦିଲ୍ଲୀ : ବଡ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବିମାନ । ସାଉଦି ଏୟାରଲାଇନ୍ସର ଏକ ବିମାନରୁ ହଠାତ୍‌ ବାହାରିଥିଲା ଧୂଆଁ । ଲଖନଉ ବିମାନ ବନ୍ଦରରେ ଅବତରଣ ବେଳେ ଧୂଆଁ ବାହାରିଥିଲା ବୋଲି ଜଣାପଡିଛି । ହାଇଡ୍ରୋଲିକ୍‌ ତେଲ ଲିକ୍‌ ହେବାରୁ ଏହି ଧୂଆଁ ବାହାରିଥିଲା । ବିମାନରୁ ସଠିକ୍‌ ସମୟରେ ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିବାରୁ ବଡ ଅଘଟଣ ଟଳିବା ସହ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଯାତ୍ରୀ … Continue reading ବଡ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବିମାନ; ଥିଲେ ୨୫୦ ଯାତ୍ରୀ