ଦଶମରେ ୯୯.୭% ମାର୍କ, ହେଲେ ପଢି ଆସୁନି କି ଲେଖି ଆସୁନି – ତଦନ୍ତ ଆରମ୍ଭ

ଡେସ୍କ: ଘଟଣା ଘଟିଛି କର୍ଣ୍ଣାଟକରେ। ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୭ ପ୍ରତିଶତ ନମ୍ବର ରଖିଥିବା ପ୍ରଭୁ ଲକ୍ଷ୍ମୀକାନ୍ତ ଲୋକାରେ ନାମକ ଜଣେ ୨୩ ବର୍ଷୀୟ ପିଅନ ପଢ଼ି ପାରୁ ନାହାନ୍ତି କି ଲେଖିପାରୁ ନାହାନ୍ତି। ଏହା ଜଣାପଡିବା ପରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଅଧିକ ମାର୍କ ପାଇଁ ଲୋକାରେ କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାର ଏକ ସ୍ଥାନୀୟ ଅଦାଲତରେ ପିଅନ ଭାବେ ଚାକିରି ପାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୨୨ ତାରିଖରେ ପିଅନ ନିଯୁକ୍ତି … Continue reading ଦଶମରେ ୯୯.୭% ମାର୍କ, ହେଲେ ପଢି ଆସୁନି କି ଲେଖି ଆସୁନି – ତଦନ୍ତ ଆରମ୍ଭ