ପିସିସି ଓଡ଼ିଶା ସାମାଜିକ ଗଣମାଧ୍ୟମର ଅଧକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ନିଜ ଟିମ୍ ର ୩ ଜଣ ସଭ୍ୟଙ୍କ ସହ ୨ ଦିନିଆ ଜାତୀୟ ଶିବିରରେ ଦିଲ୍ଲୀ ଯାଇଛନ୍ତି । ସେଠାରେ ଜାତୀୟ ସାମାଜିକ ଗଣମାଧ୍ୟମ ଅଧକ୍ଷ ରୋହନ ଗୁପ୍ତାଙ୍କ ସହ ରାହୁଲ ଗାନ୍ଧିଙ୍କୁ ଓଡ଼ିଶା ସାମାଜିକ ଗଣମାଧ୍ୟମ ଟିମ୍ ସାକ୍ଷାତ କରିଛନ୍ତି । ମହାନନ୍ଦଙ୍କ ସହ ସମଶିଦା ତୟବ, ପୱନ ଶର୍ମା ଓ ମନୀଷା ନନ୍ଦ ଶିବିରରେ ଯୋଗ ଦେଇଥିଲେ।
Popular Categories



