ଦୁର୍ଗମ ଗ୍ରାମରେ ଫଳିଲା ଅଙ୍ଗୁର, ଅଧିକ ଚାଷ ପାଇଁ ମନ ବଳାଇଛନ୍ତି ଆଦିବାସୀ ମହିଳା

ପାତ୍ରପୁର: ମନରେ କାର୍ଯ୍ୟ କରିବାର ଇଚ୍ଛାଶକ୍ତି ଥିଲେ ଯେକୌଣସି କାର୍ଯ୍ୟ ସମ୍ପାଦନରେ ସହାୟତା ହୋଇଥାଏ। ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଆଦିବାସୀମାନେ ବ୍ରିଟିଶ ଶାସନ ସମୟ ସୁରଙ୍ଗି ରାଜାଙ୍କ ରାଜୁତି ସମୟରେ କମଳା ଚାଷ କରି ରାଜ୍ୟରେ ନାମ କରିଥିଲେ। ତେବେ ପଞ୍ଚାୟତରେ ସୋଲାର ବତି ପାଇଁ ଦେଶରେ ତୃତୀୟ ହୋଇ ପୁରସ୍କୃତ ହୋଇଥିବାବେଳେ ଗତ ବର୍ଷ କୁମ୍ଭାର ଦଲ୍ହୀ ଗ୍ରାମର ଜଣେ ଆଦିବାସୀ ଯୁବକ ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ଦୁର୍ଗମ … Continue reading ଦୁର୍ଗମ ଗ୍ରାମରେ ଫଳିଲା ଅଙ୍ଗୁର, ଅଧିକ ଚାଷ ପାଇଁ ମନ ବଳାଇଛନ୍ତି ଆଦିବାସୀ ମହିଳା