www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ବାଇକ ମୁହାଁମୁହିଁ, ଚାରି ଗୁରୁତର

ପାଟଣା: ଆଜି ମଧ୍ୟାହ୍ନରେ ପାଟଣା ବଜାରରେ ଦୁଇ ବାଇକ ମୁହାଁମୁହିଁ ହେବାରୁ ଚାରି ଜଣ ଗୁରୁତର ହୋଇଛନ୍ତି। ପାଟଣାର ମୋବାଇଲ ଦୋକାନୀ ଅୟସ କାନ୍ତ ନାଏକ ଓରଫ ରାଜା(୩୩) ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ପାଟଣା ଓ ସେଠାରୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଗୁରୁତରମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ପାର୍ବତିପୁର ଗ୍ରାମର ଅଭିଷେକ ନାଏକ(୨୪) ,ଝୁମ୍ପୁରା ଥାନା ବାରଖଣ୍ଡାର ଏସ କେ ସେଠୀ(୨୩) ଓ ପାଟଣା ଥାନା ତେଣ୍ଡରା ଗ୍ରାମର ଦିବ୍ୟରଞ୍ଜନ ମହାନ୍ତ ଓରଫ ବାପୁନ୍(୨୨) ବୋଲି ଜଣାପଡିଛି। ପାଟଣା ଆରକ୍ଷୀ ଦୁର୍ଘଟଣାର ତଦନ୍ତ କରିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories