www.samajalive.in
Sunday, December 7, 2025
18.1 C
Bhubaneswar

ମାରପିଟ ମାମଲାରେ ଯୁବକ ଗିରଫ

ପାଟଣା: ବାରମ୍ବାର ଗଣ୍ଡଗୋଳ କରି ଅନ୍ୟକୁ ମାଡମାରିବା ଘଟଣାରେ ପୂର୍ବରୁ ପାଟଣା ପୁଲିସ ମାଛଗଡ଼ ନିକଟ ସୁନାରୀପଶି ଗ୍ରାମର ଗଣେଶ ମହାନ୍ତ(୩୨)କୁ ଗିରଫ କରିଥିବା ବେଳେ ଗତକାଲି ଅନୁରୂପ ଘଟଣାରେ ପାଟଣା ପୁଲିସ ଗଣେଶକୁ ପୁନର୍ବାର ଗିରଫ କରି କୋର୍ଟ ଚାଲାଣ କରିଛି । ସୁନାରୀପଶି ଗ୍ରାମର ସନ୍ତୋଷ ନାଏକ(୩୦)ନାମକ ଜଣେ ଯୁବକକୁ ପୁଲିସର ସୂଚନାଦାତା ଅଭିଯୋଗ କରି ଗଣେଶ ଓ ତାର ସାଥୀ ମାନେ ଗତକାଲି ସନ୍ତୋଷକୁ ମାଡମାରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଏସଡିପିଓ ଅସିତ କୁମାର ମହାନ୍ତିଙ୍କ ଦ୍ଵାରା ଘଟଣାର ତଦନ୍ତ ପରେ ଆଜି ପୁଲିସ ଗଣେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories