ସେମି ଫାଇନାଲରେ ଖେଳିବେନି ଅମିତ; ଜାଣନ୍ତୁ କ’ଣ କାରଣ

ନୂଆଦିଲ୍ଲୀ: ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ବଡ ଝଟକା। ଗୋଟିଏ ମ୍ୟାଚରୁ ଅମିତ ରୋହିଦାସ ବାଦ ପଡିଛନ୍ତି। ଆସନ୍ତାକାଲି ହେବାକୁ ଥିବା ଜର୍ମାନୀ ବିପକ୍ଷ ମ୍ୟାଚରେ ସେମି ଫାଇନାଲ ମ୍ୟାଚ ଖେଳିପାରିବେନି ଭାରତୀୟ ଦଳର ପ୍ରମୁଖ ଖେଳାଳୀ ଅମିତ ରୋହିଦାସ। ରବିବାର ଖେଳାଯାଇଥିବା ବ୍ରିଟେନ ବିପକ୍ଷ ମ୍ୟାଚରେ ଅମିତଙ୍କୁ ରେଡ୍‌‌ କାର୍ଡ ମିଳିବା ପରେ ପ୍ରତିବନ୍ଧକ ଲଗାଇଛି ଅନ୍ତର୍ଜାତୀୟ ହକି ଫେଡେରେସନ। ଗ୍ରେଟ୍‌‌ ବ୍ରିଟେନ-ଭାରତ ମ୍ୟାଚରେ ଅମିତଙ୍କ ଷ୍ଟିକ୍‌‌ ବ୍ରିଟେନର ଜଣେ ଖେଳାଳୀଙ୍କ ମୁହଁରେ ବାଜିଥିଲା। … Continue reading ସେମି ଫାଇନାଲରେ ଖେଳିବେନି ଅମିତ; ଜାଣନ୍ତୁ କ’ଣ କାରଣ