ମାଆ ହେବେ ପରିଣିତି, ଶେୟାର କଲେ ଖୁସି ଖବର, ଲେଖିଲେ..

ନୂଆଦିଲ୍ଲୀ : ବଲିଉଡ୍‌ରେ ପୁଣି ଖୁସି ଖବର। ଅଭିନେତ୍ରୀ ପରିଣିତି ଚୋପ୍ରା ମାଆ ହେବାକୁ ଯାଉଛନ୍ତି । ସେ ନିଜେ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପରିଣିତ କହିଛନ୍ତି, ସେ ଓ ତାଙ୍କ ସ୍ୱାମୀ ରାଘବ ଚଡ୍ଡା ୨ରୁ ୩ ହେବାକୁ ଯାଉଛନ୍ତି । ତାଙ୍କ ଘରେ ନୂଆ ଅତିଥିଙ୍କ ଆଗମନ ହେବ । ଅଭିନେତ୍ରୀ ଏନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, … Continue reading ମାଆ ହେବେ ପରିଣିତି, ଶେୟାର କଲେ ଖୁସି ଖବର, ଲେଖିଲେ..