www.samajalive.in
Sunday, December 7, 2025
26.1 C
Bhubaneswar

୩୧ ବର୍ଷ ସାନ ଛାତ୍ରୀଙ୍କୁ ତୃତୀୟ ବିବାହ କଲେ ପାକିସ୍ତାନୀ ସାଂସଦ

ଇସଲାମାବାଦ: ପାକିସ୍ତାନର ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ତଥା ସାଂସଦ ଆମିର୍ ଲିୟାକତ ତୃତୀୟ ବିବାହ କରିଛନ୍ତି। ସେ ନିଜ ବୟସରୁ ୩୧ବର୍ଷ ସାନ ଜଣେ ଛାତ୍ରୀଙ୍କୁ ଗୁରୁବାର ରାତିରେ ବିବାହ କରିଥିବା ଜଣାପଡ଼ିଛି। ସେ ଦ୍ବିତୀୟ ପତ୍ନୀଙ୍କୁ ଏଥିପାଇଁ ଛାଡ଼ପତ୍ର ଦେଇଛନ୍ତି। ଛାଡ଼ପତ୍ର ଦେବାର ୨୪ଘଣ୍ଟା ନ ପୂରୁଣୁ ତୃତୀୟ ବିବାହ କରିଛନ୍ତି। ଲିୟାକତ୍‌ଙ୍କୁ ଏବେ ୪୯ବର୍ଷ ହୋଇଥିବାବେଳେ ପତ୍ନୀ ସୈଦା ଦାନିଆ ଶାହଙ୍କୁ ମାତ୍ର ୧୮ବର୍ଷ। ସେ ଜଣେ ବିଦ୍ୟାଳୟ ଛାତ୍ରୀ ବୋଲି ଜଣାପଡ଼ିଛି। ଇମ୍ରାନ୍ ଖାଁଙ୍କ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇର)ର ସଂସଦ ଲିୟାକତ୍‌ଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଇମ୍ରାନ ମଧ୍ୟ ତିନି ଥର ବିବାହ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories