ରାଷ୍ଟ୍ରପତି ହେବାକୁ ପ୍ରସ୍ତୁତ ଅଛନ୍ତି ଆସିଫ୍ ଅଲ୍ଲୀ ଜରଦାରୀ

ଡେସ୍କ: ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଆସିଫ୍ ଅଲ୍ଲୀ ଜରଦାରୀ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି। ଗତକାଲି ରାତିରେ ଇସଲାମାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜରଦାରୀଙ୍କୁ ସମର୍ଥନ କରିବାକୁ ଶାସକ ମେଣ୍ଟର ସମସ୍ତ ସହଯୋଗୀ ରାଜି ହୋଇଛନ୍ତି। ଜରଦାରୀ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଏବଂ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ପାକିସ୍ତାନର ୧୧ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ … Continue reading ରାଷ୍ଟ୍ରପତି ହେବାକୁ ପ୍ରସ୍ତୁତ ଅଛନ୍ତି ଆସିଫ୍ ଅଲ୍ଲୀ ଜରଦାରୀ