ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷିତ

ଡେସ୍କ: ପାକିସ୍ତାନରେ ରବିବାର ହେବାକୁ ଥିବା ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ନ୍ୟାସନାଲ ଆସେମ୍ବ୍ଲି ସଚିବାଳୟ ସମୟ ସୂଚୀ ଘୋଷଣା କରିଛି। ନ୍ୟାସନାଲ ଆସେମ୍ବ୍ଲି (ଏମ୍ଏନ୍ଏ)ର ନବନିର୍ବାଚିତ ସଦସ୍ୟମାନେ ନୂଆ ପ୍ରଧାନମନ୍ତ୍ରୀ ଚୟନ କରିବେ। ଆସନ୍ତାକାଲି ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହବାଜ ସରିଫଙ୍କୁ ପିଏମଏଲ-ଏନ, ପିପିପି ଏବଂ ସହଯୋଗୀ ମାନେ ମନୋନୀତ କରିଥିବା ବେଳେ ଓମାର ଆୟୁବଙ୍କୁ ସୁନ୍ନି ଇତ୍ତେହାଦ କାଉନସିଲ (ଏସଆଇସି) ସମର୍ଥନ କରୁଛି। କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରିୟନ ମୁଲ୍ରୋନିଙ୍କର ୮୪ … Continue reading ପାକିସ୍ତାନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷିତ