ପାକିସ୍ତାନରେ ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣ, ୯ ଆହତ

ଡେସ୍କ: ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶର ଏକ ପୋଲିସ ଷ୍ଟେସନରେ ଆଜି ହୋଇଥିବା ହ୍ୟାଣ୍ଡ ଗ୍ରେନେଡ ବିସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଥାନାର ଏକ ଷ୍ଟୋରରୁମରେ ଅଧିକ ତାପମାତ୍ରା ଯୋଗୁ ଏକ ହ୍ୟାଣ୍ଡ ଗ୍ରେନେଡ୍ ଆପେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିସ୍ଫୋରଣର ପ୍ରକୃତ … Continue reading ପାକିସ୍ତାନରେ ହ୍ୟାଣ୍ଡ ଗ୍ରେନେଡ଼ ବିସ୍ଫୋରଣ, ୯ ଆହତ