www.samajalive.in
Sunday, December 7, 2025
26.1 C
Bhubaneswar

ଏଲଓସିରେ ପାକ୍‌ ସେନାର ମୋର୍ଟାର ମାଡ଼; ୨ ଶିଶୁଙ୍କ ସମେତ ୩ ମୃତ

ଜାମ୍ମୁ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡରଙ୍କୁ ଭାରତକୁ ଫେରାଇ ପାକିସ୍ତାନ ଶାନ୍ତି ଚାହୁଁଛି ବୋଲି ମିଥ୍ୟା ପ୍ରଚାର କରୁଛି। ଏହାର ଏକ ଉଦାହରଣ ହେଉଛି ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ। ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବାର କିଛି ଘଣ୍ଟା ମଧ୍ୟରେ ପାକ୍‌ ସେନା ନିୟନ୍ତ୍ରଣ ରେଖା(ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଂଘନ କରି ମୋର୍ଟାର ମାଡ଼ କରିଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି।

ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ ପୁଞ୍ଚ ଜିଲାର ଝୁଲାସ ଅଞ୍ଚଳରେ ପାକ୍‌ ସେନା ଏହି ମୋର୍ଟାର ମାଡ଼ କରିଥିଲା। ଝୁଲାସ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ମୋର୍ଟାର ମାଡ଼ ହୋଇଥିଲା। ଫଳରେ ସେଠାରେ ବିସ୍ଫୋରଣ ଘଟି ରୁବିନା କୌସେର ଏବଂ ତାଙ୍କର ୨ ଶିଶୁ ଶବନମ(୪) ଓ ଶାଜିଆ(୩)ଙ୍କ ମୃତ୍ୟୁ ଘଟିଥିଲା। ରବିନାଙ୍କ ସ୍ବାମୀ ମହମ୍ମଦ ୟୁନିସ ଗୁରୁତର ଆହତ ହୋଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories