ପେଜର, ଓ୍ବାକି ଟକି ବିସ୍ଫୋରଣକୁ ନେଇ ବିଶ୍ଵବ୍ୟାପୀ ଆଲୋଡ଼ନ, ଇସ୍ରାଏଲ କହିଲା-ଇପ୍‌ସିତ ଲକ୍ଷ୍ୟ ପୂରଣ ହୋଇଛି

ସମାଜ ଡିଜିଟାଲ ଡେସ୍କ: ଲେବାନନରେ ପେଜର ଏବଂ ଓ୍ବାକିଟକି ବିସ୍ଫୋରଣକୁ ନେଇ ସାରା ବିଶ୍ଵ ଚକ୍କିତ। କିପରି ଏହା ସମ୍ଭବ ତାହାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଏହା ପଛରେ ଇସ୍ରାଏଲର ଷଡ଼ଯନ୍ତ୍ର ରହିଛି ବୋଲି ଲେବାନନ ଅଭିଯୋଗ କରିଛି। ଯାହାଫଳରେ ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏକ ନୂଆ ମୋଡ଼ରେ ପହଞ୍ଚିଛି। ପେଜର ଏବଂ ଓ୍ବାକିଟକି ବିସ୍ଫୋରଣକୁ ନେଇ ବିଶ୍ଵବ୍ୟାପୀ ହଇଚଇ ପରିପ୍ରେକ୍ଷୀରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଡ କହିଛନ୍ତି ଯେ, ଇସ୍ରାଏଲ ଓ ହମାସ … Continue reading ପେଜର, ଓ୍ବାକି ଟକି ବିସ୍ଫୋରଣକୁ ନେଇ ବିଶ୍ଵବ୍ୟାପୀ ଆଲୋଡ଼ନ, ଇସ୍ରାଏଲ କହିଲା-ଇପ୍‌ସିତ ଲକ୍ଷ୍ୟ ପୂରଣ ହୋଇଛି