ଅନନ୍ତ ଅମ୍ବାନୀଙ୍କ ପ୍ରାକ୍-ବିବାହ ଉତ୍ସବରେ ସାମିଲ ହେବା ପାଇଁ ଓରୀଙ୍କୁ ମିଳିଲା ଏତେ ଟଙ୍କା

ନୂଆଦିଲ୍ଲୀ : ଓରୀ ଓରଫ ଓରହାନ୍ ଅବତ୍ରାମଣିଙ୍କୁ ଅନେକ ସମୟରେ ବଲିଉଡ ତାରକାଙ୍କ ସହ ଦେଖିବାକୁ ମିଳିଥାଏ । ସେ ଫିଲ୍ମରେ ସ୍ପେଶାଲ ସ୍କ୍ରିନିଂ, ଜନ୍ମ ଦିନ ଉତ୍ସବ ଏବଂ ବିବାହ ଉତ୍ସବ ଆଦିରେ ନଜର ଆସନ୍ତି । ନିକଟରେ ତାଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା । ତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ସମସ୍ତେ ଜାଣିଛନ୍ତି ଯେ ମୁକେଶ ଅମ୍ବାନୀ ନିଜ … Continue reading ଅନନ୍ତ ଅମ୍ବାନୀଙ୍କ ପ୍ରାକ୍-ବିବାହ ଉତ୍ସବରେ ସାମିଲ ହେବା ପାଇଁ ଓରୀଙ୍କୁ ମିଳିଲା ଏତେ ଟଙ୍କା