www.samajalive.in
Tuesday, December 9, 2025
19.1 C
Bhubaneswar

ବେଆଇନ ନିର୍ମାଣକାରୀ ସଂସ୍ଥାର ଆକାଉଣ୍ଟ ବ୍ୟାଜାପ୍ତ କଲା ଓରେରା

ସମାଜ ଡିଜିଟାଲ ଡେସ୍କ: ବେଆଇନ ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହର କରିଛି ଓଡ଼ିଶା ରିଅଲ ଇଷ୍ଟେଟ ନିୟାମକ କର୍ତ୍ତୃପକ୍ଷ(ଓରେରା)। ପୂର୍ବତଟ ରେଳପଥ ଜମିରେ ଘ ନିର୍ମାଣ କରିଥିବା ୩ଟି ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ଓରେଜା ପକ୍ଷରୁ ବ୍ୟାଜାପ୍ତ କରାଯିବା ସହିତ ଗୋଟିଏ ସଂସ୍ଥାର ଗୃହ ପଞ୍ଜୀକରଣ ବାତିଲ କରାଯାଇଛି।

ସୂଚନା ଅନୁସାରେ, ପୂର୍ବତଟ ରେଳପଥ ଜମିରେ ୨ଟି ଘର ନିର୍ମାଣ ନିର୍ମାଣ କରାଯାଇଥିଲା। ବେଆଇନ ଭାବେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଏହି ଘର ନିର୍ମାଣ କରିଥିଲେ। ଏହି ଘଟଣାରେ ଓରେରା ପକ୍ଷରୁ ହର୍ଷପ୍ରିୟା ନୀଳାଚଳର ବ୍ୟାଙ୍କ ଆକାଉଣ୍ଟ ବ୍ୟାଜାପ୍ତ କରାଯାଇଛି। ସେହିପରି ଏଚଏନ କୋର୍ଟୟାର୍ଡ ଏବଂ ମହାଲକ୍ଷ୍ମୀ ନିବାସ ପ୍ରକଳ୍ପ ଆକାଉଣ୍ଟ ମଧ୍ୟ ବ୍ୟାଜାପ୍ତ କରିଛି ଓରେରା। ତା’ ସହିତ ଏଚଏନ କୋର୍ଟୟାଡ ପ୍ରକଳ୍ପର ପଞ୍ଜୀକରଣ ବାତିଲ କରାଯାଇଛି। ମହାଲକ୍ଷ୍ମୀ ନିବାସ ପ୍ରକଳ୍ପର ବିକ୍ରି ହୋଇ ନ ଥିବା ଆପାର୍ଟମେଣ୍ଟ ବିକ୍ରିରେ କଟକଣା ଲାଗୁ କରାଯାଇଥିବା ସୂଚନା ମିଳିଛି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories