ବଜେଟ ପାଇଁ ମତ ଦେଇଛନ୍ତି ୨୭୬୭: ଆପଣ ବି ଦିଅନ୍ତୁ, ଜାଣନ୍ତୁ କେମିତି
ଡେସ୍କ: ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଆସନ୍ତା ବଜେଟ ଅଧିବେଶନ କାଳରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶେଷଜ୍ଞ ଏବଂ ବୁଦ୍ଧିଜୀବିମାନଙ୍କ ସହ ବଜେଟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ଥର ସାଧାରଣ ଲୋକଙ୍କ ସ୍ୱାର୍ଥରେ ପ୍ରସ୍ତୁତ ହେବ … Continue reading ବଜେଟ ପାଇଁ ମତ ଦେଇଛନ୍ତି ୨୭୬୭: ଆପଣ ବି ଦିଅନ୍ତୁ, ଜାଣନ୍ତୁ କେମିତି
Copy and paste this URL into your WordPress site to embed
Copy and paste this code into your site to embed