ଭାରତ-ପାକିସ୍ତାନ ଉତ୍ତେଜନା ; ରେଳବାଇ ନେଲା ବଡ ନିଷ୍ପତ୍ତି
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଲଗାତାର ସୀମା ନିକଟବର୍ତ୍ତି ଅଞ୍ଚଳରେ ଗୁଳି ଚାଳନା, ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରୁଛି, ଯାହାକୁ ଭାରତୀୟ ସୈନ୍ୟ ଅକାମୀ କରି ଦେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାହା ଅଧୀନରେ ପାକିସ୍ତାନ ସଂଲଗ୍ନ ଜମ୍ମୁ ଏବଂ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳରେ ରାତିରେ ଟ୍ରେନଗୁଡ଼ିକ ଚଳାଚଳ … Continue reading ଭାରତ-ପାକିସ୍ତାନ ଉତ୍ତେଜନା ; ରେଳବାଇ ନେଲା ବଡ ନିଷ୍ପତ୍ତି
Copy and paste this URL into your WordPress site to embed
Copy and paste this code into your site to embed