www.samajalive.in
Sunday, December 7, 2025
26.1 C
Bhubaneswar

କ୍ରିକେଟ୍‍ ପଡିଆରେ ଅପରେସନ ସିନ୍ଦୂର- ମୋଦୀ

ସମାଜ ଡିଜିଟାଲ ଡେସ୍କ: ଏସିଆ କପ ୨୦୨୫ର ଟାଇଟଲ ନିଜ ନାମରେ କରିଛି ଭାରତୀୟ ଟିମ୍‍ । ଦୁବାଇରେ ପାକିସ୍ତାନ ଟିମ୍‍ କୁ ଧୂଳି ଚଟାଇ ଦମଦାର ପ୍ରଦର୍ଶନ କରି ୫ୱିକେଟରେ ବିଜୟୀ ହେବା ପରେ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଭାରତର ଏହି ଐତିହାସିକ ବିଜୟକୁ ପୀଢି ପରେ ପୀଢି ମନେ ରଖିବେ ବୋଲି ସବୁଠୁ ଆଲୋଚନା ହେଉଛି । ତେବେ ଭାରତୀୟ ଟିମକୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଟିମ୍‍ ଇଣ୍ଡିଆକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ମୋଦୀ କହିଛନ୍ତି ଯୁଦ୍ଧଭୂମିରେ ଓ ପଡିଆରେ ଭାରତର ଅପରେସନ ସିନ୍ଦୂର ସଫଳ ହୋଇଛି । ମୋଦୀଙ୍କ ଏହି ପୋଷ୍ଟ ମାଧ୍ୟମରେ ପାକିସ୍ତାନକୁ ପୁଣି ଥରେ କଡା ବାର୍ତ୍ତା ଦିଆଯାଇଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories