ରଥଯାତ୍ରାରେ ଅଘଟଣ: ୮ ଆହତ, ଜଣେ ମୃତ

ପୁରୀ: ରଥଯାତ୍ରା ଆରମ୍ଭ ହେଉ ହେଉ ଶ୍ରୀକ୍ଷେତ୍ରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ସମୟରେ ୮ରୁ ୧୦ ଜଣ ଦଳାଚକଟାରେ ଆହତ ହୋଇଥିବାବେଳେ ତାଳଧ୍ବଜ ଟଣା ହେବାବେଳେ ଜଣେ ପୁରୁଷ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଠେଲାପେଲା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଥିବା ସମୟରେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରାଯାଇଛି । ଅନ୍ୟପଟେ ଆହତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇଛି । ତାଳଧ୍ବଜ ଟାଣିବା ସମୟରେ ଦଳାଚକଟାରେ … Continue reading ରଥଯାତ୍ରାରେ ଅଘଟଣ: ୮ ଆହତ, ଜଣେ ମୃତ