ଦେଖନ୍ତୁ ଭିଡିଓ ; ଜଳନ୍ତା ଜୁଇରୁ ଉଠି ଠିଆ ହେଲେ ବୃଦ୍ଧ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଅଧିକାଂଶ ସମୟରେ ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଲୋକେ ସ୍ତବ ହୋଇଯିବା ସହ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି । ଭିଡିଓଟିରେ ଜଣେ ବୃଦ୍ଧ ଜଳନ୍ତା ଜୁଇରୁ ଜୀବିତ ହୋଇ ଉଠୁଥିବା ଦେଖାଯାଉଛି । ଜଳନ୍ତା ଜୁଇ ନିକଟରେ କିଛି ଲୋକେ … Continue reading ଦେଖନ୍ତୁ ଭିଡିଓ ; ଜଳନ୍ତା ଜୁଇରୁ ଉଠି ଠିଆ ହେଲେ ବୃଦ୍ଧ