ବଦଳିବ ରାଜ୍ୟର ଚିତ୍ର – ୨୬ଟି ପ୍ରକଳ୍ପ ପାଇଁ ୫୯୯୨ କୋଟି, ୧୯୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି

ଡେସ୍କ: ରାଜ୍ୟରେ ୫୯୯୨.୯୨ କୋଟି ଟଙ୍କା ବ୍ୟୟରେ ହେବ ୨୬ଟି ପ୍ରକଳ୍ପ। ଷ୍ଟେଟ ଲେବୁଲ ସିଙ୍ଗଲ ଉଇଣ୍ଡୋ କ୍ଳିଅରାନସ ଅଥରିଟି – SLSWCA ବୈଠକରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ୧୩୦ତମ ବୈଠକରେ ଇସ୍ପାତ, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ବୟନଶିଳ୍ପ, ଉତ୍ପାଦନ, ପ୍ୟାକେଜିଂ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି ଏବଂ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ରାଜ୍ୟସ୍ତରୀୟ ପ୍ରକଳ୍ପକୁ ଏହି ଅନୁମୋଦନ କରିଛି। ମୟୂରଭଞ୍ଜ, … Continue reading ବଦଳିବ ରାଜ୍ୟର ଚିତ୍ର – ୨୬ଟି ପ୍ରକଳ୍ପ ପାଇଁ ୫୯୯୨ କୋଟି, ୧୯୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି