୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ବର୍ଷା ରେକର୍ଡ଼

ଡେସ୍କ: ରାଜ୍ୟର ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ୯୬.୮ ମି.ମି, ବଅଁରପାଳରେ ୯୨.୬ ମି.ମି, ନୟାଗଡ଼଼ ଜିଲ୍ଲାର ବରମୂଳରେ ୮୮.୮ ମି.ମି, କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୮୪.୦ ମି.ମି, ଅନୁଗୁଳ ଜିଲ୍ଲାର ଅନୁଗୁଳରେ ୮୩.୦ ମି.ମି, କୋରାପୁଟ ଜିଲ୍ଲାର ଲମତାପୁଟରେ ୭୪.୨ ମି.ମି, ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୭୧ … Continue reading ୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ସର୍ବାଧିକ ବର୍ଷା ରେକର୍ଡ଼