୪ ସହରରେ ଆଜି ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ

ଡେସ୍କ: ବର୍ଷା ଏବଂ ମେଘୁଆ ଆକାଶ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ହ୍ରାସ ଘଟିଛି। ଫଳରେ ଆଜି ରାଜ୍ୟର ୪ଟି ସହରରେ ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଛି। ଏହା ଏକ ସର୍ବକାଳୀନ ରେକର୍ଡ଼ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଅନୁଗୁଳ, ଟିଟିଲାଗଡ, ସମ୍ବଲପୁର , ହୀରାକୁଦ ଆଦି ସହର ଏପ୍ରିଲ ମାସର ସବୁଠାରୁ ଥଣ୍ଡା ଦିନ ଭାବେ ପରିଗଣିତ ହୋଇଛି। ବିଜେପି ୨୪ କ୍ୟାରେଟ ସୁନା, କଂଗ୍ରେସ … Continue reading ୪ ସହରରେ ଆଜି ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ