୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା

ଡେସ୍କ: ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ଶୀତ ସାମାନ୍ୟ କମିଛି। ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଶୀତ ପ୍ରକୋପ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ଘଟିଛି। ଆଜି ରେକର୍ଡ ହୋଇଥିବା … Continue reading ୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା