www.samajalive.in
Tuesday, December 9, 2025
15.1 C
Bhubaneswar

ରଥଯାତ୍ରାରେ ମହାପ୍ରଭୁଙ୍କ ସହ ରଥରେ ବିଜେ କରିଥାନ୍ତି ପାର୍ଶ୍ଵ ଦେବତା, ଜାଣନ୍ତୁ…

ଡେସ୍କ: କହୁଥିଲେ ସରିବନି ମହାପ୍ରଭୁଙ୍କ ମାହାତ୍ମ୍ୟ। ନିଜ ପ୍ରିୟ ଭକ୍ତଗଣଙ୍କୁ ଦର୍ଶନ ଦେବାକୁ ସୁସଜ୍ଜିତ ରଥରେ ବିରାଜମାନ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ମହାପ୍ରଭୁ। ତେବେ ମହାପ୍ରଭୁଙ୍କ ସହ ରଥରେ ବିରାଜମାନ କରିଥାନ୍ତି ପାର୍ଶ୍ଵଦେବତା। ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ ଜଣ ଲେଖାଏଁ ପାର୍ଶ୍ଵଦେବତା ରହିଥିବା ବେଳେ ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ।

ଆସନ୍ତୁ ଜାଣିବା ରଥର ପାର୍ଶ୍ଵଦେବତାଙ୍କ ବିଷୟରେ…
ତାଳଧ୍ୱଜ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା। ସେମାନେ ହେଉଛନ୍ତି:
୧. ବାଇଶି ଭୁଜ ନୃସିଂହ
୨. ପ୍ରଲମ୍ବାରୀ
୩. ଗଜାନ୍ତକ
୪. ଲକ୍ଷ୍ମଣ ଏବଂ ଅଙ୍ଗଦ
୫. କାର୍ତ୍ତିକେୟ
୬. ଶଙ୍କର୍ଷଣ/ବାସୁଦେବ
୭. ନାଟାମ୍ବର
୮. ନୃତ୍ୟରତ ଗଣପତି
୯. ବଳରାମ

ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ। ସେମାନେ ହେଉଛନ୍ତି:
୧. ବିମଳା
୨. ବନଦୁର୍ଗା
୩. ବାରାହି
୪. ଚାମୁଣ୍ଡା
୫. ଭୁବନେଶ୍ଵରୀ
୬. ହରଚଣ୍ଡୀ
୭. ଜୟଦୁର୍ଗା
୮. ସର୍ବମଙ୍ଗଳା
୯. ଉଗ୍ରତାରା

ନନ୍ଦିଘୋଷ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା। ସେମାନେ ହେଉଛନ୍ତି:
୧. ପଞ୍ଚ ମୁଖୀ ମହାବୀର
୨. ହରିହର
୩. ମଧୁସୂଦନ
୪. ଗିରିଗୋବର୍ଦ୍ଧନ ଧାରୀ
୫. ପଣ୍ଡୁ ନୃସିଂହ
୬. ଚିନ୍ତାମଣି କୃଷ୍ଣ
୭. ନାରାୟଣ
୮. ରାବଣ ଛତ୍ରଭଙ୍ଗ
୯. ରାମ ଏବଂ ହନୁମାନ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories