ଓଡିଶା ପୁଲିସକୁ ନିନ୍ଦା – କଣ ଘଟିଥିଲା ସେଦିନ ରାତିରେ ଭରତପୁର ଥାନାରେ

ଡେସ୍କ: ଭରତପୁର ଥାନାରେ ଘଟିଥିବା ଘଟଣା କେବଳ ଯେ ଓଡିଶା ପୁଲିସର ଅସଲ ଚେହେରା ପଦାରେ ପକାଇଛି ତାହା ନୁହେଁ, ବରଂ ସାଧାରଣ ଲୋକଙ୍କୁ ଓଡିଶା ପୁଲିସ କିଭଳି ବ୍ୟବହାର କରୁଥିବ ତାହା ମଧ୍ୟ ଜଣାପଡିଛି। କେବଳ ସେତିକି ନୁହେଁ, ଓଡ଼ିଶାରେ ମହିଳା ପୁଲିସ କର୍ମଚାରୀ ଆଗରୁ ଅନେକ ଦୁର୍ନୀତି ଓ ଲାଞ୍ଚ ମାମଲାରେ ଫସିଥିବା ବେଳେ, ଭରତପୁର ଘଟଣାରେ ଜଣେ ମହିଳାଙ୍କୁ ଆଉ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଏତାଦୃଶ ବ୍ୟବହାର ଜାଣିବା ପରେ ରାଜ୍ୟବାସୀ … Continue reading ଓଡିଶା ପୁଲିସକୁ ନିନ୍ଦା – କଣ ଘଟିଥିଲା ସେଦିନ ରାତିରେ ଭରତପୁର ଥାନାରେ