ଲୋକଙ୍କ ସହ ଭିଡିଓ କଲରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭଏସ କଲ ପରେ ଏବେ ଭିଡ଼ିଓ କଲରେ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଅଂଚଳର ସ୍ୱର୍ଣ୍ଣଲତା ବିଶୋୟୀ, ସମ୍ବଲପୁରର ଆରତି ନାୟକ ଓ ଖୋର୍ଦ୍ଧା ଅଂଚଳର ପ୍ରକାଶ ହାତୀଙ୍କ ସହ ଭିଡ଼ିଓ କଲରେ କଥା ହୋଇଛନ୍ତି ନବୀନ। View this post on Instagram A post shared by VK Pandian (@vkpandian.odisha) ସ୍ଥାନୀୟ ଅଂଚଳରେ ବିକାଶମୂଳକ କାମ ଠିକ୍‌‌ ଠାକ୍‌‌ ଚାଲିଛିି କି ନାହିଁ ପଚାରି ବୁଝିଛନ୍ତି। … Continue reading ଲୋକଙ୍କ ସହ ଭିଡିଓ କଲରେ ମୁଖ୍ୟମନ୍ତ୍ରୀ