ରେଙ୍ଗାଳବେଡା ହୁଡ଼ି ସାହିରେ ଜଳ ସଙ୍କଟ

ପାଟଣା : ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଚୁଟିଆପଶି ରେଙ୍ଗାଳବେଡା ହୁଡ଼ି ସାହିରେ ପିଇବା ପାଣିର ଘୋର ସଙ୍କଟ ଦେଖାଯାଇଛି। ଏଠାରେ ଅନେକ ଦିନ ହେଲାଣି ଓଭର ହେଡ ପାଣି ଟାଙ୍କି ନିର୍ମାଣ ସରିଥିଲେ ମଧ୍ୟ ତାହା କାର୍ଯ୍ୟ କାରି ହୋଇପାରି ନାହିଁ। ସାହିର ଲୋକେ ଏବେବି ବର୍ଷ ବର୍ଷର ପୁରୁଣା ଭଙ୍ଗା ଏକ ମାତ୍ର ନଳକୂଅ ଉପରେ ନିର୍ଭର କରୁଛନ୍ତି। ଏହି ସାହିରେ ୧୦୦ ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରିଆସୁଥିବା ବେଳେ ଏକମାତ୍ର … Continue reading ରେଙ୍ଗାଳବେଡା ହୁଡ଼ି ସାହିରେ ଜଳ ସଙ୍କଟ