ଜଳେଶ୍ୱର: ଦୁଡ଼ପଳ ଗାଁ ନିକଟରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଏନେଇ କମର୍ଦ୍ଦା ଥାନାରେ ଯୁବକ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଯୁବକ ଜଣକ ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ଆସିଥିବାବେଳେ ଇ-କେଓ୍ବାଇସି ଅସୁବିଧା ଥିବାରୁ ଟଙ୍କା ଜମା କରି ନ ପାରି ଘରକୁ ଫେରୁଥିଲେ । ଏହି ସମୟରେ କଳା ବାଇକ୍ରେ ୨ ଜଣ ଆସି ଦୁର୍ବୃତ୍ତ ଆସି ଟଙ୍କା ଝାମ୍ପି ନେଇଥିବା ସେ ଅଭିଯୋଗ କରିଛନ୍ତି ।
Popular Categories



