ଭୁଶୁଡିଲା ଘର, ୩ ଶ୍ରମିକ ଆହତ

ଭୁବନେଶ୍ବର : ପୋଖରୀପୁଟ ଲିଙ୍ଗରାଜବିହାରରେ ଏକ କୋଠା ଭୁଶୁଡି ପଡିବାରୁ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏକ ପୁରୁଣା ଘର ଛାତ ଭାଙ୍ଗିବା ସମୟରେ ସ୍ଲାବ ତଳେ ଚାପି ହୋଇ ୩ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏବେ ବି କିଛି ଶ୍ରମିକ ସ୍ଲାବ ତଳେ ଫସିରହିଥିବା ଅନୁମାନ କରାଯାଉଛି ।  ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଡ଼ପାଟଣା ପଞ୍ଚାୟତକୁ … Continue reading ଭୁଶୁଡିଲା ଘର, ୩ ଶ୍ରମିକ ଆହତ