ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସହକାରୀ ଯନ୍ତ୍ରୀ

ଭୁବନେଶ୍ବର : ଠିକାଦାରଙ୍କଠୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । କୋରାପୁଟ ଜିଲା ଲମତାପୁଟ ବ୍ଲକରେ ନିୟୋଜିତ ସୁଚିସ୍ମିତା ବିଲ୍ ପାସ୍ କରାଇ ଦେବା ପାଇଁ ଠିକାଦାରଙ୍କଠୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ୫ ହଜାର ଟଙ୍କା ନେଇସାରିଥିଲେ । ତେବେ ମଙ୍ଗଳବାର ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି । ବିଲ୍ ପାସ୍ କରାଇଦେବା ପାଇଁ … Continue reading ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସହକାରୀ ଯନ୍ତ୍ରୀ