ମଙ୍ଗଳବାର ବନ୍ଦ ରହିବ ପୁରୀ-ରାଉରକେଲା ବନ୍ଦେ ଭାରତ ଚଳାଚଳ
ଭୁବନେଶ୍ବର : ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଗସ୍ତ ସୂଚୀରେ ପରିବର୍ତ୍ତନ ହୋଇଛି। ଏହି ରେଳ ଚଳାଚଳ ଶନିବାର ବନ୍ଦ ରହୁଥିବା ବେଳେ ଜୁନ ୩ରୁ ଶନିବାର ଚଳାଚଳ କରିବ ଏବଂ ମଙ୍ଗଳବାର ସେବା ବନ୍ଦ ରହିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ତଦନୁସାରେ, ଏହି ରେଳ ଜୁନ ୭ରୁ ସପ୍ତାହର ପ୍ରତି ଶନିବାର ଦିନ ଚଳାଚଳ ଆରମ୍ଭ କରିବ। କୌଣସି ଷ୍ଟେସନରେ ରେଳର ପୂର୍ବରୁ ଥିବା ସମୟ ଏବଂ ସ୍ଥିରୀକୃତ ରହଣିରେ କୌଣସି … Continue reading ମଙ୍ଗଳବାର ବନ୍ଦ ରହିବ ପୁରୀ-ରାଉରକେଲା ବନ୍ଦେ ଭାରତ ଚଳାଚଳ
Copy and paste this URL into your WordPress site to embed
Copy and paste this code into your site to embed