ପୋଲାଭରମ୍ ରାଜନୀତି: ପ୍ରକଳ୍ପ ଶେଷ ପରେ ସମୀକ୍ଷା ପ୍ରସ୍ତାବକୁ ବିରୋଧ
ମାଲକାନଗିରି : ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଏହି ପ୍ରକଳ୍ପକୁ ବିରୋଧ କରି ଗତ କିଛିବର୍ଷ ଧରି ଜିଲାର ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ ଧାରଣା, ଆନ୍ଦୋଳନ ଏବଂ ଜଳ ସତ୍ୟାଗ୍ରହ କରିଛନ୍ତି। ଏହା ସତ୍ତ୍ବେ କେନ୍ଦ୍ର ସରକାର ଧ୍ୟାନ ଦେଇନାହାନ୍ତି। ବରଂ ଆନ୍ଧ୍ରକୁ ଅନୁକମ୍ପା ସହ ଅଜସ୍ର ଅର୍ଥ ଦେଇ ଚାଲିଛନ୍ତି। ପୋଲାଭରମ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଓଡ଼ିଶା ସରକାରଙ୍କ ସହ କେନ୍ଦ୍ର … Continue reading ପୋଲାଭରମ୍ ରାଜନୀତି: ପ୍ରକଳ୍ପ ଶେଷ ପରେ ସମୀକ୍ଷା ପ୍ରସ୍ତାବକୁ ବିରୋଧ
Copy and paste this URL into your WordPress site to embed
Copy and paste this code into your site to embed