ପୂର୍ବତନ ପିସିସି ସଭାପତିଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ କେନ୍ଦୁଝରରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜାମ୍ବରା ଗାଁର ସୋମନାଥ ଓରଫ କୁଳମଣି ସେନାପତି। ଅଭିଯୁକ୍ତ ନିକଟରୁ ବ୍ୟବହୃତ ମୋବାଇଲ ଫୋନ୍‌ ପୁଲିସ ଜବତ କରିଛି। ସୋମନାଥକୁ ମଙ୍ଗଳବାର ଅଦାଲତ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ … Continue reading ପୂର୍ବତନ ପିସିସି ସଭାପତିଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ