ପାଟଣା : ପାଟଣା ବ୍ଲକ ଅଞ୍ଚଳ ତୁରୁମୁଙ୍ଗା ବଜାର ୪୯ ନଂ ଜାତୀୟ ରାଜପଥ ଢ଼ାବା କଡରେ ପାର୍କିଂ କରିଥିବା ଏକ ଟ୍ରକର ଡ୍ରାଇଭରଙ୍କ ଠାରୁ ଏକ ମୋବାଇଲ ଛଡାଇ ନେବା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଦ୍ବୟ ଦୈତାରି ଥାନା ପଥର ପେଣ୍ଠି ଗ୍ରାମର ସିବେନ୍ଦ୍ର କୁଲି ଓ ବାମେବାରି ଥାନା ଧନୁର୍ଜୟପୁର ଗ୍ରାମର ଜିତେନ୍ଦ୍ର ମାଝୀ ବୋଲି ଜଣାପଡିଛି ।
Popular Categories



