ରାଜ୍ୟରେ ଅସହ୍ୟ ତାତି: ବାଲେଶ୍ଵର ସବୁଠୁ ଉତ୍ତପ୍ତ, ଆହୁରି ୪ ଦିନ..
ଭୁବନେଶ୍ଵର: ରାଜ୍ୟରେ ଡହଡହ ତାତି। ବ୍ୟତିବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ଵରରେ ସର୍ବାଧିକ ୩୮.୪ ଡିଗ୍ରୀ ସେଲ୍ସିୟସ ତାତି ଅନୁଭୂତ ହୋଇଛି। ସେହିପରି ସମ୍ବଲପୁରରେ ୩୭.୨, ଭୁବନେଶ୍ଵର ୩୬.୬ ଡିଗ୍ରୀ ରେକର୍ଡ଼ ହୋଇଛି ତାପମାତ୍ରା। ଏହା ବ୍ୟତୀତ ଝାରସୁଗୁଡ଼ା ଓ ପୁରୀରେ ୩୬.୪ ଡିଗ୍ରୀ ରହିଛି ତାପମାତ୍ରା। ସୂଚନାଯୋଗ୍ୟ, ଆଜି ସକାଳ ସାଢେ ୮ଟାସୁଦ୍ଧା ବାଲେଶ୍ବରରେ ୩୪.୮ ଡିଗ୍ରୀ ଛୁଇଁଥିଲା ପାରଦ। ପୁରୀରେ ୩୪.୬, ଭୁବନେଶ୍ବରରେ ୩୩.୪, ଚାନ୍ଦବାଲିରେ ୩୩.୪, ପାରାଦ୍ବୀପରେ ୩୨.୮ … Continue reading ରାଜ୍ୟରେ ଅସହ୍ୟ ତାତି: ବାଲେଶ୍ଵର ସବୁଠୁ ଉତ୍ତପ୍ତ, ଆହୁରି ୪ ଦିନ..
Copy and paste this URL into your WordPress site to embed
Copy and paste this code into your site to embed