www.samajalive.in
Tuesday, December 9, 2025
26.1 C
Bhubaneswar

ରାଜ୍ୟରେ ଅସହ୍ୟ ତାତି: ବାଲେଶ୍ଵର ସବୁଠୁ ଉତ୍ତପ୍ତ, ଆହୁରି ୪ ଦିନ..

ଭୁବନେଶ୍ଵର: ରାଜ୍ୟରେ ଡହଡହ ତାତି। ବ୍ୟତିବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ଵରରେ ସର୍ବାଧିକ ୩୮.୪ ଡିଗ୍ରୀ ସେଲ୍‌ସିୟସ ତାତି ଅନୁଭୂତ ହୋଇଛି। ସେହିପରି ସମ୍ବଲପୁରରେ ୩୭.୨, ଭୁବନେଶ୍ଵର ୩୬.୬ ଡିଗ୍ରୀ ରେକର୍ଡ଼ ହୋଇଛି ତାପମାତ୍ରା। ଏହା ବ୍ୟତୀତ ଝାରସୁଗୁଡ଼ା ଓ ପୁରୀରେ ୩୬.୪ ଡିଗ୍ରୀ ରହିଛି ତାପମାତ୍ରା।

ସୂଚନାଯୋଗ୍ୟ, ଆଜି ସକାଳ ସାଢେ ୮ଟାସୁଦ୍ଧା ବାଲେଶ୍ବରରେ ୩୪.୮ ଡିଗ୍ରୀ ଛୁଇଁଥିଲା ପାରଦ। ପୁରୀରେ ୩୪.୬, ଭୁବନେଶ୍ବରରେ ୩୩.୪, ଚାନ୍ଦବାଲିରେ ୩୩.୪, ପାରାଦ୍ବୀପରେ ୩୨.୮ ଓ ଗୋପାଳପୁରରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ଓ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଖରା ଓ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି।

- Advertisement -

 

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories