ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପିପିଲି: ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ବିବାହ ଉତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୩୦ ତାରିଖ ଦିନ ଠାକୁରଙ୍କ ନିର୍ବନ୍ଧ ଉତ୍ସବ ସମାରୋହରେ ସଂପନ୍ନ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଯାଇ ପୂଜାର୍ଚ୍ଛନା କରାଯାଇଥିଲା। ଶ୍ରୀବାଲୁଙ୍କେଶ୍ୱର ଦେବ ମନ୍ଦିର କମିଟିର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବରପିତା ଗୌରହରି ସାହୁ ଓ କନ୍ୟାପିତା … Continue reading ସରିଲା ନିର୍ବନ୍ଧ, ଆଜି ଦେବବିବାହ
Copy and paste this URL into your WordPress site to embed
Copy and paste this code into your site to embed