ଫୁଲବାଣୀ: ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡଃ.ଜ୍ୟୋତି ପ୍ରକାଶ ରଥଙ୍କ ସଭାପତିତ୍ୱରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ସ୍ନାତକୋତ୍ତର ଶିକ୍ଷୟତୟୀ ମାମାନିଶୀ ମହାରଣା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥିଭାବେ ଧନ୍ଦାମୂଳକ ମହାବିଦ୍ୟାଳୟର ମୁଖ୍ୟ ଡଃ ସୁମନ୍ କୁମାର ରାଉତ ଯୋଗଦେଇଥିବା ବେଳେ ଅଧ୍ୟାପକ ସୁବ୍ରତ ରତନ ବେହେରା, ସ୍ନାତକୋତ୍ତର ଶିକ୍ଷୟତ୍ରୀ ସୁଜାତା ବେହେରା, ପ୍ରଶିକ୍ଷିକା ଟିକିନା ଭୋଇ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଓ ଶିକ୍ଷକ ତଥା ଅଣ-ଶିକ୍ଷକ ମାନେ ଯୋଗ ଦେଇଥିଲେ।
Popular Categories



