www.samajalive.in
Tuesday, November 18, 2025
27.1 C
Bhubaneswar

ଆର୍ଯ୍ୟଭଟ୍ଟ ଗଣିତ ଚ୍ୟାଲେଞ୍ଜରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲିର ସଫଳତା

ରେଙ୍ଗାଲି:ଆର୍ଯ୍ୟଭଟ୍ଟ ଗଣିତ ଚ୍ୟାଲେଞ୍ଜରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲିର କିମ୍ ପଧ।ନ, ସୁହାନି ପଟେଲ ଏବଂ ସୁଶ୍ରୀ ଖମାରୀ ଭୁବନେଶ୍ୱର କ୍ଷେତ୍ରର ସମସ୍ତ ସି.ବି.ଏସ୍.ଇ ବିଦ୍ୟାଳୟ ସମୂହ ମଧ୍ୟରେ ୨୪,୨୫ ଓ ୨୬ ରାଙ୍କିଙ୍ଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଙ୍ଗାଲିର ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରୀ କିମ୍ ପଧ।ନ, ସୁହାନି ପଟେଲ ଏବଂ ସୁଶ୍ରୀ ଖମାରୀ ଦ୍ଵିତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଦ୍ଵିତୀୟ ପର୍ଯ୍ୟାୟ ସଫଳତା ପରେ ସି.ବି.ଏସ୍.ଇର ପ୍ରତ୍ୟେକ ସମ୍ଭାଗର ଶ୍ରେଷ୍ଠ ୧୦୦ ଜଣ ଛାତ୍ର ଛାତ୍ରୀଙ୍କୁ ମେରିଟ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ଏହିି ପରିିିପ୍ରେକ୍ଷୀରେ ସେମାନଙ୍କୁ ସି.ବି.ଏସ୍.ଇ ଦ୍ବାରା ମେରିଟ୍ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି ଖବର ମିଳିବା ପରେ ବିଦ୍ୟାଳୟର ଅଧ୍ୟକ୍ଷ ରମଣୀ କାନ୍ତ ସାହୁ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୃୃୃତୀ ଛାତ୍ରୀମାନଙ୍କୁ ଶୁଭକାମନା ଦେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories