www.samajalive.in
Sunday, December 7, 2025
14.1 C
Bhubaneswar

ବିଟେକ ଛାତ୍ର ତଥା କ୍ଷୁଦ୍ର ଶିଳ୍ପୀ କେ. ବିଜୟ କୁମାର ରେଡ୍ଡି ନୂଆଦିିଲୀରେ ସମ୍ମାନିତ

ଗୋପାଳପୁର: ଗଞ୍ଜାମ ଜିଲ୍ଲାର ଯୁବ ଟାଲେଣ୍ଟ ତଥା କ୍ଷୁଦ୍ର ଶିଳ୍ପୀ କେ. ବିଜୟ କୁମାର ରେଡ୍ଡିକୁ ସମ୍ପ୍ରତି ମୋ ସରକାର ୧୦ ବର୍ଷ ପୂର୍ତ୍ତି ଅବସରରେ ଅସାଧାରଣ କାମ ପାଇଁ ଦିଲ୍ଲୀ ଠାରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସରକାରଙ୍କ ମୋ ସରକାରଙ୍କ ୧୦ ବର୍ଷ ପୂର୍ତ୍ତି ଅବସରରେ ମୋ ସରକାର ସାଥି ୨.୦ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଜନସାଧାରଣଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପହଞ୍ଚାଇବା ସହ ଲୋକଙ୍କୁ ଏଥିରେ ସାମିଲ କରାଇବାରେ ନିଜକୁ ସମର୍ପିତ କରିଥିବାରୁ ଦିଲ୍ଲୀ ସ୍ଥିତ ଇଣ୍ଡିଆନ ହାବିଟାଟ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ତଥ୍ୟ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତିନ୍ ପ୍ରସାଦ ଦ୍ୱାରା ସମ୍ମାନିତ କରାଯାଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories